ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ବିଜୟୀ

ମୁମ୍ବାଇ: ଡ୍ଵାନ୍‌ ବ୍ରାଭୋଙ୍କ ବିସ୍ଫୋରକ (୬୮, ୩୦ ବଲ) ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସକୁ ୧ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥି ସହ ଏକାଦଶ ସଂସ୍କରଣ ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଧମାକାଦାର ବିଜୟ ସହିତ ଦୁଇ ବର୍ଷ ପରେ ଆଇପିଏଲ୍‌କୁ ଚମତ୍କାର ପ୍ରତ୍ୟାବର୍ତନ କରିଛି। ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଟସ୍‌ ହାରି … Continue reading ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ବିଜୟୀ